ପରସ୍ତିରୀ Parastirī

  • ଗ୍ରା. ବି. (ସଂ. ପରସ୍ତ୍ରୀ) — ପରସ୍ତ୍ରୀ; ଅନ୍ୟ ବ୍ୟକ୍ତିର ଭାରିଯା — Another person's wife
  • ଗ୍ରା. ବି. (ସଂ. ପରସ୍ତ୍ରୀ) — ପରସ୍ତିରୀ ହରଣ ଯେ ଦଣ୍ଡାଭଙ୍ଗା ଋଷୀ—ପ୍ରାଚୀ, ଶ୍ରୀଗୁରୁଭକ୍ତି ଗୀତା।