ପରସ୍ତ୍ରୀ Parastrī

  • ସଂ. ବି. ସ୍ତ୍ରୀ—(ପର+ସ୍ତ୍ରୀ) — ଅନ୍ୟ ବ୍ୟକ୍ତିର ଭାର୍ଯ୍ୟା — Another man's wife
  • ଦେ. ବି — ପରସ୍ତ୍ରୀ ଗମନ — Adultery with anothers' wife