ପରସ୍ତୁତ Parastuta
- ଗ୍ରା. ବିଣ. (ସଂ. ପ୍ରସ୍ତୁତ) — ଉପସ୍ଥିତ; ବିଦ୍ୟମାନ — Present
- ଗ୍ରା. ବିଣ. (ସଂ. ପ୍ରସ୍ତୁତ) — ଉଦ୍ୟତ — Ready
- ଗ୍ରା. ବିଣ. (ସଂ. ପ୍ରସ୍ତୁତ) — ତୁମ୍ଭ ହିତେ ପ୍ରାଣଛାଡ଼ି କି ପରସ୍ତୁତ—କୃଷ୍ଣସିଂହ, ମହାଭାରତ, ସଭା।
- ଗ୍ରା. ବିଣ. (ସଂ. ପ୍ରସ୍ତୁତ) — ଯଥାକ୍ରମେ; କ୍ରମାନୁସାରେ — Respectively