ପରସ୍ତିଆ Parastiā

  • ଦେ. ବିଣ. (ସଂ. —ପ୍ରସ୍ତ) — (ଏତେ) ପରସ୍ତ ବା ସ୍ତରଯୁକ୍ତ — Folded in layers
  • ଦେ. ବିଣ. (ସଂ. —ପ୍ରସ୍ତ) — [ଦ୍ର—ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଲାଗେ। ଯଥା—ତିନି ପରସ୍ତିଆ।]