ପରସୀମା Parasīmā

  • ସଂ. ବି. (ପର+ସୀମା; 6 ଷ୍ଠୀ ତତ୍) — ଅନ୍ୟ ବ୍ୟକ୍ତିର ଜମିର ବା ରା଼ଜ୍ୟର ସୀମା — The boundary of the land or country of another