ପରସାଦ Parasāda
- ଗ୍ରା. ବି. (ପଦ୍ୟ) (ସଂ. ପ୍ରସାଦ) — ଦେବତାଙ୍କୁ ନିବେଦିତ ଭୋଗ — Offering to a deity
- ଗ୍ରା. ବି. (ପଦ୍ୟ) (ସଂ. ପ୍ରସାଦ) — ଉଚ୍ଛିଷ୍ଟ ଭୋଜ୍ୟ; ଅଇଁଠା — The leavings of a person's meal
- ଗ୍ରା. ବି. (ପଦ୍ୟ) (ସଂ. ପ୍ରସାଦ) — ଅନୁଗ୍ରହ — Favour
- ଗ୍ରା. ବି. (ପଦ୍ୟ) (ସଂ. ପ୍ରସାଦ) — ଚକ୍ର ବିହୀନେ ଚଳାଇ ମଦନ ରଥକୁ, ଯାହା ପରସାଦେ ତାହାକି କହିବା ଗୋଚର ନୋହେ କଥିତକୁ। ଭଞ୍ଜ, ପ୍ରେମସୁଧାନିଧି।