ପରସାଦି Parasādi

  • ଗ୍ରା. ବିଣ. (ସଂ. ପ୍ରସାଦୀକୃତ) — ନିବେଦିତ — Offered
  • ଗ୍ରା. ବିଣ. (ସଂ. ପ୍ରସାଦୀକୃତ) — ଉଚ୍ଛିଷ୍ଟ (ଖାଦ୍ୟ ଦ୍ରବ୍ୟ) — (food) Left after dinner
  • ଗ୍ରା. ବିଣ. (ସଂ. ପ୍ରସାଦୀକୃତ) — ଉଗୁରା; ପରିଭୁକ୍ତ ଓ ତ୍ୟକ୍ତ — Abandoned or discarded after enjoyment
  • ଗ୍ରା. ବିଣ. (ସଂ. ପ୍ରସାଦୀକୃତ) — (ଯଥା— ଦିଅଁଙ୍କର ପରସାଦି ମାଳ ମୋ ବେକରେ ପକାଇ ଦିଅ।)
  • ଗ୍ରା. ବି — ପରସାଦ(ଦେଖ) — Parasāda (See)