ପରସନ Parasana

  • ସଂ. ବି. (ସଂ. ପ୍ରସନ୍ନ) — ଅନୁକୂଳ; ପ୍ରସନ୍ନ — Favourable; propitious; kind
  • ସଂ. ବି. (ସଂ. ପ୍ରସନ୍ନ) — ହରିଙ୍କ ଭକ୍ତଠାରେ ମନ ହୁଅଇ ସଦା ପରସନ। ଜଗନ୍ନାଥ, ଭାଗବତ।
  • ସଂ. ବି. (ସଂ. ପ୍ରସନ୍ନ) — ସନ୍ତୁଷ୍ଟ — Satisfied
  • ସଂ. ବି. (ସଂ. ପ୍ରସନ୍ନ) — ଏକେଇ ଖନ, ତହିଁକି ଜାଡୁଆ ଗୋସେଇଁ ପରସନ—ଢଗ।
  • ଗ୍ରା. ବି. (ସଂ. ପ୍ରସନ୍ନତା) — ପ୍ରସନ୍ନତା; ସନ୍ତୋଷ; ଅନୁଗ୍ରହ — Satisfaction; favour
  • ଗ୍ରା. ବି. (ସଂ. ପ୍ରସନ୍ନତା) — ବଳ ରିପୁ ସୋଦରଜ ବହେ ପରସନ୍ନ। ଭଞ୍ଜ, ବୈଦେହୀଶ ବିଳାସ। ତୋହର ପରସନ୍ନୁ ତାର, ସକଳ ହୁଅଇ ସଫଳ। ଜଗନ୍ନାଥ. ଭାଗବତ।