ପଦାର୍ଥ Padārtha

  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ଥ) — ଶବ୍ଦର ଅର୍ଥ — Import or meaning of a word
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ଥ) — ଶବ୍ଦର ପ୍ରତିପାଦ୍ୟ ବସ୍ତୁ — A thing denoted by a word
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ଥ) — ବସ୍ତୁ; ଦ୍ରବ୍ୟ — Thing; article
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ଥ) — ଜଡ଼ ପଦାର୍ଥ — Inanimate object
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ଥ) — ସାର; ସତ୍ୱ — Substance
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ଥ) — (ବୈଶେଷିକ ଦର୍ଶନ) ପ୍ରାମାଣଯୋଗ୍ୟ 6 ଗୋଟି ବିଷୟ — (ବୈଶେଷିକ ଦର୍ଶନ) ପ୍ରାମାଣଯୋଗ୍ୟଗୋଟି ବିଷୟ— . (philosophy) The objects of proof; categories
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ଥ) — [ଦ୍ର—ଯଥା—ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ, ବିଶେଷ ଓ ସମବାୟ ଏହା ଛଡ଼ା 'ଅଭାବ' ଅନ୍ୟ ଏକ ପ୍ରମାଣଯୋଗ୍ୟ ବିଷୟ।]
  • ଦେ. ବି. — ଧନ; ସମ୍ପତ୍ତି — Riches