ପଦାର୍ଘ୍ୟ Padārghya

  • ସଂ. ବି. (ମ. ପ. ଲୋ; ପଦ+ଅର୍ଘ୍ୟ) — ଅତିଥି ବା ଆଗନ୍ତୁକ ଗୁରୁଜନଙ୍କ ପାଦ ଧୋଇବା ନିମନ୍ତେ ଦିଆଯିବା ଜଳ — Water given to wash the feet of an honoured guest