ପଦାଶ୍ରିତ Padāṡrita

  • ସଂ. ବିଣ. ପୁଂ. ( 7 ମୀ ତତ୍; ପଦ+ଆଶ୍ରିତ) — ଅନ୍ୟର ପଦତଳେ ଆଶ୍ରୟ ପ୍ରାପ୍ତ — Sheltered under another's feet; patronised or protected by another
  • ସଂ. ବିଣ. ପୁଂ. ( 7 ମୀ ତତ୍; ପଦ+ଆଶ୍ରିତ) — ଅନୁଗତ; ବଶଂବଦ — Humble; obedient; subservient; dependant