ପଦାର୍ଥ ବାଦ Padārtha bāda

  • ସଂ. ବି. — ଜଡ଼ବାଦ; ଯେଉଁ ସିଦ୍ଧାନ୍ତରେ ଜଡ଼ ପଦାର୍ଥକୁ ହିଁ ଏ ସୃଷ୍ଟିର ପ୍ରଧାନ ବା ପ୍ରଥମ ମୂଳ ବୋଲି ଉପସ୍ଥାପିତ କରାଯାଏ — Materialism; materialistic theory of the universe