ପଦାର୍ଥ ଦର୍ଶନ Padārtha darṡana

  • ସଂ. ବି — ବସ୍ତୁ ବିଜ୍ଞାନ; ପ୍ରାକୃତିକ ବିଜ୍ଞାନ; ଯେଉଁ ବିଦ୍ୟା ଦ୍ୱାରା ଚେତନାଚେତନ ବସ୍ତୁମାନଙ୍କର ଉତ୍ପତ୍ତି, ଗୁଣ ଓ କର୍ମାଦି ସମ୍ବନ୍ଧରେ ଜ୍ଞାନ— ଲାଭ ହୁଏ; ଜଡ଼ ବିଜ୍ଞାନ — Natural philosophy; Natural science; physics