ପଦାମ୍ବୁଜ Padāmbuja

  • ସଂ. ବି. (ରୂପକ କର୍ମଧା; ପଦ+ଅମ୍ବୁଜ) — ପାଦପଦ୍ମ; ପଦ୍ମ ପରି ସୁନ୍ଦର ଚରଣ; ଚରଣ ପଦ୍ମ — Lotus feet; feet as graceful as the lotus
  • ସଂ. ବି. (ରୂପକ କର୍ମଧା; ପଦ+ଅମ୍ବୁଜ) — ମାନ୍ୟ ବ୍ୟକ୍ତି ବା ଗୁରୁଜନଙ୍କ ପଦ — The feet of one's elders
  • ସଂ. ବି. (ରୂପକ କର୍ମଧା; ପଦ+ଅମ୍ବୁଜ) — [ଦ୍ର—ଏହିପରି ପଦନଳିନ, ପଦାସରୋଜ, ପଦାମ୍ଭୋରୁହ, ପଦ— ପଙ୍କଜ ଆଦି ଶବ୍ଦ ବ୍ୟବହୃତ ହୁଏ।]