ପଦାର୍ପଣ Padārpaṇa

  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ପଣ) — ଚରଣ ବିନ୍ୟାସ — Setting one's foot
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ପଣ) — ପ୍ରବେଶ — Entry
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଅର୍ପଣ) — ଆସି ପହଞ୍ଚିବା; ଉପସ୍ଥାପନ — Arrival