ନିର୍ମମ Nirmama
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ମମ=ମମତା ଯାହାର) — ମମତାଶୂନ୍ୟ; ନିଃସ୍ୱାର୍ଥ — Unselfish
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ମମ=ମମତା ଯାହାର) — ବାସନାରହିତ — Disinterested; having no desire
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ମମ=ମମତା ଯାହାର) — ନିର୍ଦ୍ଦୟ — Cruel; unkind
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ମମ=ମମତା ଯାହାର) — କୃପାହୀନ — Pitiless; relentless; severe