ନିର୍ମଳତା Nirmaḻatā

  • ସଂ. ବି. (ନିର୍ମଳ+ଭାବ. ତା) — ବୈମଲ୍ୟ; ବିମଳତା — Clearness
  • ସଂ. ବି. (ନିର୍ମଳ+ଭାବ. ତା) — ଶୁଦ୍ଧତା — Purity