ନିର୍ମର୍ଯ୍ୟାଦ Nirmarj;yāda

  • ସଂ. ବିଣ. (ବହୁବ୍ରୀହି; ନିର୍+ମର୍ଯ୍ୟାଦା) — ମର୍ଯ୍ୟାଦା ବା ସମ୍ଭମଶୂନ୍ୟ — Destitute of honor; dishonourable