ନିର୍ମଳ Nirmaḻa
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ମଳହୀନ; ବିମଳ — Clear; pellucid
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ଯହିଁରେ ଦାଗ ନ ଥାଏ — Spotless; stainless
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ସ୍ୱଚ୍ଛ — Transparent; lucid
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ଶୁଚି — Purified
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ପରିଷ୍କୃତ — Clean
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ବିଶୁଦ୍ଧ; ପବିତ୍ର — Pure
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ଦୋଷହୀନ — Faultless,
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ଉଜ୍ଜ୍ୱଳ — Bright; limpid
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ସୁନ୍ଦର — Fair
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ନିଷ୍ପାପ; ପାପହୀନ — Sinless
- ସଂ. ବି. (ବହୁବ୍ରୀହି; ନିର୍+ମଳ) — ହରିଚରଣ ଯୁଗ ଦେଖି ନିର୍ମ୍ମଳ କଲ ଚର୍ମ ଆଖି। ଜଗନ୍ନାଥ. ଭାଗବତ।
- ବି. — ନିର୍ମାଲ୍ୟ; ଠାକୁରଙ୍କ ଛଡ଼ାଫୁଲ — Flowers taken out from the body of an image