ନିର୍ମନ୍ଥ Nirmantha

  • ସଂ. ବି.—(ନିର୍+ମନ୍ଥ୍ ଧାତୁ+ଭାବ. ଅ) — ମନ୍ଥିବା; ଆଲୋଡ଼ନ; ମୋହିଁବା — Churning
  • ସଂ. ବି.—(ନିର୍+ମନ୍ଥ୍ ଧାତୁ+ଭାବ. ଅ) — ମର୍ଦ୍ଦନ — Act of rubbing
  • ସଂ. ବି.—(ନିର୍+ମନ୍ଥ୍ ଧାତୁ+ଭାବ. ଅ) — ନିଗାଡ଼ିବା; ଚିପୁଡ଼ିବା — Act of wringing out or squeezing