ନିର୍ମନ୍ଥ୍ୟ Nirmanthya

  • ସଂ. ବି. (ନିର୍+ମନ୍ଥ୍ ଧାତୁ+କର୍ମ. ଯ) — ଯଜ୍ଞାଗ୍ନି ଉତ୍ପାଦନାର୍ଥ ବ୍ୟବହୃତ ଘୃଷ୍ୟମାଣ ମନ୍ଥନକାଷ୍ଠ — A piece of drywood used to procure fire for vedic sacrifice by friction