ନିର୍ମନୁଷ୍ୟ Nirmanushya

  • ସଂ. ବିଣ. (ବହୁବ୍ରୀହି; ନିର୍+ମନୁଷ୍ୟ) — ଜନଶୂନ୍ୟ — Depopulated
  • ସଂ. ବିଣ. (ବହୁବ୍ରୀହି; ନିର୍+ମନୁଷ୍ୟ) — ନିର୍ଜନ — Solitary; lonely
  • ସଂ. ବିଣ. (ବହୁବ୍ରୀହି; ନିର୍+ମନୁଷ୍ୟ) — ଜନବସତିହୀନ — Desolate; uninhabited