ଧୂଳିମୟ Dhūḻimaya

  • ସଂ. ବିଣ. (ଧୂଳି+ପ୍ରାଚୁର୍ଯ୍ୟାର୍ଥେ ମୟ) — ଧୂଳିଦ୍ୱାରା ଆଚ୍ଛନ୍ନ — Covered over with dust
  • ସଂ. ବିଣ. (ଧୂଳି+ପ୍ରାଚୁର୍ଯ୍ୟାର୍ଥେ ମୟ) — ଧୂଳିଆ; ଧୂଳିପୂର୍ଣ୍ଣ — Dusty