ଧୂଳିକା Dhūḻikā

  • ସଂ. ବି. ସ୍ତ୍ରୀ (ଧୂଳି+ସାଦୃଶ୍ୟାର୍ଥେ. କ+ସ୍ତ୍ରୀ. ଆ; ଯାହା ଆକାଶରେ ଧୂଳି ସଦୃଶ ଭାସେ) — କୁଜ୍ଝଟିକା; କୁହୁଡ଼ି — Mist; fog