ଧୂଳିଆ ବାଡ଼େଇବା Dhūḻiā bāṟḍ̠eibā
- ଦେ. କ୍ରି — ଧୂଳିଆ ଘରର ଛାତର କାଠର ରୁଅ ଉପରେ କାଠର ବତାକୁ ଲୁହାକଣ୍ଟାଦ୍ୱାରା ସଂଲଗ୍ନ କରିବା — To drive nails into the wooden ribs to attach them to the wooden rafters of a Dhūḻiā ghara
- ଦେ. କ୍ରି — (ଲକ୍ଷଣାର୍ଥ) ଧନୀ ହୋଇ ବ୍ୟୟସାପେକ୍ଷ ଧୂଳିଆଘର କରିବା — (figurative) To be rich and be able to construct a costly house with wooden rafters and ribs instead of bamboo ones like ordinary poor people