ଧୂଳିରେ ମିଶିବା Dhūḻire miṡibā

  • ଦେ. କ୍ରି — ଧୂଳିସାତ୍ ଦେବା — To turn into dust
  • ଦେ. କ୍ରି — ବିନଷ୍ଟ ହେବା — To be destroyed
  • ଦେ. କ୍ରି — ମରିବା — To die