ଧୂଳିଆ ମାରିବା
- ଦେ. କ୍ରି — ଧୂଳିଆ (କାଠର ରୁଅ ଓ ବତା— ବିଶିଷ୍ଟ) ଘରର ଛାତରେ କାଠର ରୁଅ ଉପରେ କାଠର ବିଟ ବା ବତା ବିଛାଇ କଣ୍ଟା ମାରିବା; 2 । (ପ୍ରାଦେ. ପୁରୀ) (ଏକ ପଣ୍ଡାର ଯାତ୍ରୀକୁ ଅନ୍ଯ ପଣ୍ଡାର ଗୁମାସ୍ତା) ବାଟରେ ଭେଟି ତାକୁ ଫୁସୁଲାଇ ଯାତ୍ରୀର କୌଳିକ ପଣ୍ଡା ନିକଟକୁ ସେ ଯାତ୍ରୀକୁ ନ ନେଇ ଆପଣାର ମୁନିବ ପଣ୍ଡା ନିକଟରେ ଆଣି ଉକ୍ତ ଯାତ୍ରୀକୁ ପହୁଞ୍ଚାଇବା। — ଧୂଳିଆ (କାଠର ରୁଅ ଓ ବତା— ବିଶିଷ୍ଟ) ଘରର ଛାତରେ କାଠର ରୁଅ ଉପରେ କାଠର ବିଟ ବା ବତା ବିଛାଇ କଣ୍ଟା ମାରିବା;2 (ପ୍ରାଦେ. ପୁରୀ) (ଏକ ପଣ୍ଡାର ଯାତ୍ରୀକୁ ଅନ୍ଯ ପଣ୍ଡାର ଗୁମାସ୍ତା) ବାଟରେ ଭେଟି ତାକୁ ଫୁସୁଲାଇ ଯାତ୍ରୀର କୌଳିକ ପଣ୍ଡା ନିକଟକୁ ସେ ଯାତ୍ରୀକୁ ନ ନେଇ ଆପଣାର ମୁନିବ ପଣ୍ଡା ନିକଟରେ ଆଣି ଉକ୍ତ ଯାତ୍ରୀକୁ ପହୁଞ୍ଚାଇବା