ଧୂଳିସାତ୍ Dhūḻisāt

  • ସଂ. ବିଣ. (ଧୂଳି+ପରିଣତାର୍ଥେ ସାତ୍; ତୁଳ. ଭସ୍ମସାତ୍) — ଧୂଳିରେ ପରିଣତ — Reduced or turned into dust
  • ସଂ. ବିଣ. (ଧୂଳି+ପରିଣତାର୍ଥେ ସାତ୍; ତୁଳ. ଭସ୍ମସାତ୍) — ଭାଙ୍ଗି ଯାଇ ଧୂଳି ସଙ୍ଗେ ମିଶିଯିବା (ଘରଆଦି) — Razed to dust