ଧୂଳିସାତ Dhūḻisāta

  • ଦେ. (ପଦ୍ୟ) ବିଣ. (ସଂ.—ଧୂଳିସାତ୍) — ଧୂଳିରେ ପରିଣତ — Reduced to dust
  • ଦେ. (ପଦ୍ୟ) ବିଣ. (ସଂ.—ଧୂଳିସାତ୍) — ସେ ସମୟେ ତୁମ୍ଭେ ଦେଖାଇ ଳଘୁହାତ ମାଥ କାଟି ତାର କରିବ ଧୂଳିସାତ—କୃଷ୍ଣସିଂହ. ମହାଭାରତ ଦ୍ରୋଣ।