ଧରା ତଳ Dharā taḻa
- ସଂ. ବି.—( 6 ଷ୍ଠୀ ତତ୍; ଧରା+ତଳ) — ଭୂପୃଷ୍ଠ — Surface of the earth
- ସଂ. ବି.—( 6 ଷ୍ଠୀ ତତ୍; ଧରା+ତଳ) — ଧରାଧାମ; ସମଗ୍ର ପୃଥିବୀ — The whole world
- ସଂ. ବି.—( 6 ଷ୍ଠୀ ତତ୍; ଧରା+ତଳ) — ଭୂମିତଳ — Bare ground
- ସଂ. ବି.—( 6 ଷ୍ଠୀ ତତ୍; ଧରା+ତଳ) — (ଜ୍ୟାମିତି) କେବଳ ଦୈର୍ଘ୍ୟ ଓ ପ୍ରସ୍ଥ ଥିବା କ୍ଷେତ୍ର — (geometry) A surface
- ସଂ. ବି.—( 6 ଷ୍ଠୀ ତତ୍; ଧରା+ତଳ) — ର଼କବା; କ୍ଷେତ୍ରଫଳ (ହି. ଶ) — Area of a plot of land