ଧରଷିବା Dharashibā
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ଧର୍ଷିବା (ଦେଖ) — Dharshibā (See)
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ବୋଇଲେ ଶଶକ ମନାସଇ ଏବେ ଧରଷିବାକୁ ହର୍ଯ୍ୟଷ। ରାଧାନାଥ, ପାର୍ବତୀ।
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ଅପମାନ ଦେବା — To insult
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ତାହା ଛାର ମାନୁଷୀ ଦେବଙ୍କୁ ଧରଷି। କୃଷ୍ଣସିଂହ. ମହାଭାରତ, ବନ।
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ଅବଜ୍ଞା କରିବା — To slight; to dis- regard
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ଦୀପ୍ତି କାନ୍ତିକି ଧାମ କହି। ପ୍ରଭାବ ନ ଧରଷେ କେହି—ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ।
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ସାହସ କରିବା — To venture
- ଗ୍ରା (ପଦ୍ୟ) କ୍ରି (ସଂ. ଧୃଷ୍ ଧାତୁ=ହିଂସା, କ୍ରୋଧ, ପ୍ରଗଳ୍ଭତା କରିବା) — ଧୁରନ୍ଧର ସେ ଇଙ୍ଗିତେ ଧରଷିଲୁ କେହି ସତେ ଧମକାଇଲା ନାହିଁ କି କିଛି ଲାଜ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଧ ଗୀତ।