ଧରଷକ Dharashaka

  • ଗ୍ରା. (ପଦ୍ୟ) ବିଣ.—(ସଂ. ଧର୍ଷକ) — ଧର୍ଷକ (ଦେଖ) — Dharshaka (See)
  • ଗ୍ରା. (ପଦ୍ୟ) ବିଣ.—(ସଂ. ଧର୍ଷକ) — ଦମ୍ଭ ଧରଷକ, ଚୟସ୍ଥ ଜଳ ପ୍ରଳୟ ସର୍ଜକ—ଭଞ୍ଜ. ପ୍ରେମସୁଧାନିଧି।