ଧରା ଦେବା Dharā debā

  • ଦେ. କ୍ରି — ଅନ୍ୟଦ୍ୱାରା ନିଜେ ଧରା ହେବା ପାଇଁ ସୁବିଧା କରି ଦେବା — To permit one's self to be caught or apprehended
  • ଦେ. କ୍ରି — ଧରିବା ବ୍ୟକ୍ତି ନିକଟରେ ସ୍ୱୟଂ ଆସି ଉପସ୍ଥିତ ହେବା; ଆତ୍ମ ସମର୍ପଣ କରିବା — To Surrender one's self to a person