ଧରା ତନୟୀ Dharā tanayī

  • ଦେ. ବି. ସ୍ତ୍ରୀ — (ସଂ. ଧରା+ତନୟା) (ଧରଣୀ ସମ୍ଭୂତା) ସୀତା — Sītā wife of Rama
  • ଦେ. ବି. ସ୍ତ୍ରୀ — ବିଦ୍ୟା ବିଶାରଦା ଶାରଳା ବିନୟୀ ଧରା ତନୟୀ। ହେଲେ ତୋତେ। ଭଞ୍ଜ. ବୈଦେହୀଶବିଳାସ।