ଧରା ଛୁଆଁ Dharā chhuāñ
- ଦେ. ବି. (ସଂ. ଧୃ ଧାତୁ ଓ ସ୍ପୃଶ୍ ଧାତୁ) — ଦେଖାଦର୍ଶନ; ଦେଖା ସାକ୍ଷାତ୍ — The sight of a person
- ଦେ. ବି. (ସଂ. ଧୃ ଧାତୁ ଓ ସ୍ପୃଶ୍ ଧାତୁ) — କୌଣସି କାର୍ଯ୍ୟରେ ନିଜର ସମ୍ପର୍କ ଥିବା ବିଷୟର ପ୍ରକାଶ ବା ସୂଚନା — Indication about one's own interest or complicity in a matter
- ଦେ. ବି. (ସଂ. ଧୃ ଧାତୁ ଓ ସ୍ପୃଶ୍ ଧାତୁ) — ଇସାରା; ସୁଚନା — Hint; indication