ଧରା ପରା Dharā parā

  • ଦେ. ବି. — ଅନ୍ୟୋଽନ୍ୟରେ ଧରାଧରି ହୋଇ କଳି କରିବା ବା ବଳ କଷାକଷି ହେବା — Quarrelling by catching hold of each other
  • ଦେ. ବି. — କୁସ୍ତାକୁସ୍ତି — Duelling
  • ଦେ. ବିଣ. — ଅନ୍ୟୋଽନ୍ୟରେ କୁସ୍ତାକୁସ୍ତି ହେଉଥିବା (ଦୁଇ ବ୍ୟକ୍ତି) — Duelling with each other