ଧରା ପଡ଼ିବା Dharā paṟḍ̠ibā
- ଦେ. କ୍ରି. — ନିଜେ ଧୃତ ହେବା; ଗିରଫଦାର ହେବା — To be apprehended or arrested
- ଦେ. କ୍ରି. — ଅପରାଧ କରିବା ସମୟରେ ଧୃତ ହେବା — To be caught red-handed
- ଦେ. କ୍ରି. — ସଖୀ ଆଗେ ଧରା ନ ପଡ଼ ମୋତେ ରଖିବଟି ହେ। କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି. — ପ୍ରକାଶିତ ହେବା; ଜଣାଯିବା; ସ୍ଥିରୀକୃତ ହେବା — To be ascertained; to be clearly known; to be detected.;
- ଦେ. କ୍ରି. — (ଯଥା—ହିସାବ କଲେ କେତେ ଖରଚ ହୋଇଛି ଧରାପଡ଼ିବ।)
- ଦେ. କ୍ରି. — ଅନ୍ୟର ଆୟତ୍ତାଧୀନ ହେବା — To come under another's clutches
- ଦେ. କ୍ରି. — ହାବୁଡେ ପଡ଼ିବା — To encounter; to meet with