ଦୂରୀକୃତ Dūrīkṛuta

  • ସଂ. ବିଣ. ପୁଂ (ଦୂର+ ଅଦ୍ଭୁତ ତଦ୍ଭାବେ ଚ୍ୱି+ କୃତ) — ବିତାଡ଼ିତ; ଦୂରକୁ ଅପସାରିତ — Driven away; removed far away
  • ସଂ. ବିଣ. ପୁଂ (ଦୂର+ ଅଦ୍ଭୁତ ତଦ୍ଭାବେ ଚ୍ୱି+ କୃତ) — ଅବମାନନାପୂର୍ବକ ଯାହାକୁ ଅପସାରିତ କରାଯାଇଅଛି — Removed with insult or contempt