ଦୂରାନ୍ୱୟ Dūrānwaya

  • ସଂ. ବି — (ବ୍ୟାକରଣ) ଯେଉଁ ରଚନାରେ ବାକ୍ୟରେ ବିନ୍ୟସ୍ତ ଶବ୍ଦମାନ ଦୂରବର୍ତ୍ତୀ ଶବ୍ଦମାନଙ୍କ ସଙ୍ଗେ ଅନ୍ୱିତ ହୁଏ — (grammar) A composition of sentences in which words related to one another are placed far off from one another
  • ସଂ. ବି — [ଦ୍ର—ଏହା ରଚନାରେ ଗୋଟିଏ ଦୋଷ ଅଟେ।]