ଦୂରୀକ୍ରିୟମାଣ Dūrīkriyamāṇa

  • ସଂ. ବି. ପୁଂ (ଦୂର+ଅଦ୍ଭୁତ ତଦ୍ଭାବେ ଚ୍ୱି+କ୍ରିୟମାଣ) — ଯାହାକୁ ତଡ଼ା ଯାଉଅଛି; ବିତାଡ଼୍ୟମାନ — Which or who is being driven away or removed