ଦୂରୀଭୂତ Dūrībhūta
- ସଂ. ବିଣ—(ଦୂର+ଅଦ୍ଭୁତ ତଦ୍ଭାବେ ଚ୍ୱି+ଭୂତ) — ବିତାଡ଼ିତ — Driven away
- ସଂ. ବିଣ—(ଦୂର+ଅଦ୍ଭୁତ ତଦ୍ଭାବେ ଚ୍ୱି+ଭୂତ) — ଅପସାରିତ — Removed
- ସଂ. ବିଣ—(ଦୂର+ଅଦ୍ଭୁତ ତଦ୍ଭାବେ ଚ୍ୱି+ଭୂତ) — ପୃଥକ୍କୃତ — Separated
- ସଂ. ବିଣ—(ଦୂର+ଅଦ୍ଭୁତ ତଦ୍ଭାବେ ଚ୍ୱି+ଭୂତ) — ଯାହା ଦୂରବର୍ତ୍ତୀ ହୋଇଅଛି — Become distant
- ସଂ. ବିଣ—(ଦୂର+ଅଦ୍ଭୁତ ତଦ୍ଭାବେ ଚ୍ୱି+ଭୂତ) — ଯେ ଦୂରକୁ ଯାଇଅଛି — Gone away