ଦୂରୁକୁ ଦେଖିବା Dūrakku dekhibā

  • ଦେ. କ୍ରି — ଦୂରବର୍ତ୍ତୀ ସ୍ଥାନର ବସ୍ତୁକୁ ଦେଖିବା — To see a distant thing
  • ଦେ. କ୍ରି — (ଲକ୍ଷଣ) ଗଭୀର ଚିନ୍ତାକରି ଭବିଷ୍ୟତ୍ ବିଷୟ ଜାଣିବା — To think deeply for knowing the future