ଦୂରାନ୍ତ Dūrānta
- ଦେ. ବି — ଦୂରତା — Distance
- ଦେ. ବି — ବ୍ଯବଧାନ — Interval; space
- ଦେ. ବି — କେତେ ଦୂରାନ୍ତର ଛଡ଼ା ଛାଡ଼ିଅଛି ତହିଁ। ପ୍ରାଚୀ. ବ୍ରହ୍ମନିରୂପଣ ଗୀତା
- ବିଣ — ଦୂରସ୍ଥିତ; ଦୂରରେ ଥିବା — Distant; remote
- ବିଣ — ଏତେ ବିଚାରି ବେନିଜନ; ଗଲେ ସେ ଦୁରାନ୍ତର ବନ। ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ।