ଦୁର୍ଭର Durbhara

  • ସଂ. ବିଣ. (ଦୁର୍+ଭୃ ଧାତୁ=ବହନ କରିବା+କର୍ମ. ଅ) — ଦୁଃସହ — Insufferable; unbearable
  • ସଂ. ବିଣ. (ଦୁର୍+ଭୃ ଧାତୁ=ବହନ କରିବା+କର୍ମ. ଅ) — ଭାରି; ଗରୁଆ — Very heavy; weighty