ଦୁର୍ଭକ୍ଷ Durbhaksha

  • ସଂ. ବିଣ. (ଦୁର୍+ଭକ୍ଷ୍ ଧାତୁ+କର୍ମ. ଅ) — କଷ୍ଟରେ ଭକ୍ଷଣୀୟ — Eatable with difficulty
  • ବି. — ଦୁର୍ଭିକ୍ଷ — Scarcity; famine