ଦୁର୍ଭିକ୍ଷ Durbbhiksha

  • ସଂ. ବି. (ଅବ୍ଯୟୀ ଭାବ; ଦୁର୍+ଭିକ୍ଷା; ଶସ୍ୟାଭାବ ଯୋଗୁଁ ଯେଉ ଦେଶରେ ଭିକ୍ଷାର ଅଭାବ ଘଟେ) — ଦେଶରେ ଖାଦ୍ୟ ଦ୍ରବ୍ୟର ଅଭାବ — Scarcity of food; famine; dearth of food stuff