ଦୁର୍ଭାଷା Durbhāshā
- ସଂ. ବି. (ଦୁର୍+ଭାଷା; କର୍ମଧା) — ଦୁର୍ବାକ୍ୟ — Vulgar words
- ସଂ. ବି. (ଦୁର୍+ଭାଷା; କର୍ମଧା) — ତିରଷ୍କାର ବା ଭର୍ତ୍ସନାଯୁକ୍ତ ଭାଷା — Abusive language
- ସଂ. ବି. (ଦୁର୍+ଭାଷା; କର୍ମଧା) — ଧର୍ମ ଅର୍ଥ ଦୁଇଟି କଥାରୁ ବାହାର ହୋଇ କହୁଥାଏ ଦୁର୍ଭାଷା ନିରନ୍ତର—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।