ଦୁର୍ଭଗା Durbhagā
- ସଂ. ବିଣ. ସ୍ତ୍ରୀ (ଦୁର୍ଭଗା+ସ୍ତ୍ରୀ. ଆ) — ପତିସ୍ନେହହୀନା (ଭାର୍ଯ୍ଯା) — Destitute of one's husband's attachment; (a wife) not liked by her husband; neglected (wife)
- ସଂ. ବିଣ. ସ୍ତ୍ରୀ (ଦୁର୍ଭଗା+ସ୍ତ୍ରୀ. ଆ) — ହତଭାଗିନୀ; ଭାଗ୍ୟହୀନା — Unlucky (female); ill-fated
- ସଂ. ବିଣ. ସ୍ତ୍ରୀ (ଦୁର୍ଭଗା+ସ୍ତ୍ରୀ. ଆ) — ବିଧବା ହୋଇଥିବା — Widowed