ଦୁର୍ଭଗ Durbhaga

  • ସଂ. ବିଣ. ପୁଂ. (ବହୁବ୍ରୀହି; ଦୁର୍+ଭାଗ=ଭାଗ୍ୟ) — ମନ୍ଦଭାଗ୍ୟ; ଭାଗ୍ୟହୀନ — Unfortunate; unlucky; ill-fated
  • ସଂ. ବିଣ. ପୁଂ. (ବହୁବ୍ରୀହି; ଦୁର୍+ଭାଗ=ଭାଗ୍ୟ) — ଅପ୍ରିୟ — Disagreeable