ଦୁର୍ଭାଗ୍ୟ Durbhāgya

  • ସଂ. ବି. (ଦୁର୍+ଭାଗ୍ୟ; କର୍ମଧା) — ଦୁରଦୃଷ୍ଟ; ମନ୍ଦଭାଗ୍ୟ — Misfortune
  • ସଂ. ବି. (ଦୁର୍+ଭାଗ୍ୟ; କର୍ମଧା) — ବିପଦ — Calamity
  • ସଂ. ବି. (ଦୁର୍+ଭାଗ୍ୟ; କର୍ମଧା) — ଦୁର୍ଘଟନା — Mishap
  • ସଂ. ବି. ପୁଂ. (ଦୁର୍+ଭାଗ୍ୟ ଯାହାର; ବହୁବ୍ରୀହି) — ହତଭାଗ୍ୟ — Unfortunate
  • ସଂ. ବି. ପୁଂ. (ଦୁର୍+ଭାଗ୍ୟ ଯାହାର; ବହୁବ୍ରୀହି) — ଦୀନକପାଳିଆ — 3. Unlucky